ଜାତୀୟ ମୁଖ୍ୟ ଖବର ରିଜର୍ଭେସନ୍ କାଉଣ୍ଟର ଓ ସିଏସସିରେ ସଂରକ୍ଷିତ ଟିକେଟ୍ ବୁକିଂ ସୁବିଧା May 21, 2020 ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଆଉ ଏକ ଖୁସି ଖବର । ଆଜିଠାରୁ ଆଇଆରସିଟିସି ୱେବସାଇଟ ଓ ଆପ୍ ମାଧ୍ୟମରେ ଅନଲାଇନ୍ ଟିକେଟ୍ ବୁକିଂ ଆରମ୍ଭ ହୋଇଛି...