ଅନ୍ତର୍ଜାତୀୟ ମୁଖ୍ୟ ଖବର କୁକୁର ବିକୁଛି ୨୩୦ କୋଟି ଟଙ୍କାର ଘର November 22, 2021 ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ କୁକୁର ଗୁନ୍ଥର-୬କୁ ତ ଜାଣିଥିବେ । ୪୩୦ କୋଟି ଟଙ୍କାର ମାଲିକ ଗୁନ୍ଥରର ଦିନ ରାଜା ପରି କଟିଥାଏ । ପ୍ରତିଦିନ...