ଅନ୍ତର୍ଜାତୀୟ କରୋନା ତାଜା ଖବର ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ କରୋନା ଯୁଦ୍ଧରେ ନୂଆ ଅସ୍ତ୍ର; ମର୍କର ‘ମୋଲନୁ ପିରାଭିର’ ବଟିକାକୁ ବ୍ରିଟେନର ଅନୁମତି November 4, 2021 ନୂଆଦିଲ୍ଲୀ: କରୋନା ଯୁଦ୍ଧରେ ଆଉ ଏକ ନୂଆ ଅସ୍ତ୍ର । କୋଭିଡ୍ ଔଷଧ ନେଇ ଆସିଲା ବଡ଼ ଖବର । ‘ମର୍କ’ର କୋଭିଡ୍ ବଟିକା 'ମୋଲନୁ ପିରାଭିର'...