ଓଡ଼ିଶା ତାଜା ଖବର ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ କଳାହାଣ୍ଡି ଜିଲ୍ଲାର ଅନେକ ମଣ୍ଡିରେ ସରିନି ରବି ଧାନ କିଣା, ଟୋକନ ଥାଇ ଧାନ ବିକି ପାରିଲେନି ଅନ୍ନଦାତା July 1, 2025 ଧର୍ମଗଡ : ସରିଲା ଅବଧି । ଶେଷ ହେଲାଣି ରବି ଧାନ କିଣା । କଳାହାଣ୍ଡି ଜିଲ୍ଲାରେ ଧାନ ବିକିବାରୁ ବଞ୍ଚିତ ଅନେକ ଚାଷୀ । ମଣ୍ଡିରୁ...