ଓଡ଼ିଶା ତାଜା ଖବର ମୁଖ୍ୟ ଖବର ମହାପ୍ରସାଦ ନାଁରେ ଭକ୍ତଙ୍କ ଭାବାବେଗ ସହ ଖେଳ, ବାହାରେ ରୋଷେଇ କରି ଅବଢା ନାଁରେ ବିକ୍ରି June 16, 2023 ପୁରୀ: ମହାପ୍ରସାଦ ନାଁରେ ଭକ୍ତଙ୍କ ଭାବାବେଗ ସହ ଖେଳ । ଅଣସର ଘରେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଏହି ସମୟରେ ପୁରୀ ପର୍ବତୀପୁର ପାଇକ ସାହିରୁ ଆସିଛି...