maa bayani pitha

ଅନୁଗୁଳ: ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ । ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଲୋକଙ୍କ ଭିଡ । ଅନୁଗୋଳ ଛେଣ୍ଡିପଦା ପାତ୍ରପଡାଠାରେ ଥିବା ମାଆ ବାୟାଣୀଙ୍କ ପୀଠରେ ଲୋକଙ୍କ ଗହଳି...