1 min read ଜାତୀୟ ହାଇଲାଇଟ୍ ସମ୍ବାଦ ମାତ୍ର ଟଙ୍କାଟେରେ ମିଳୁଛି ପେଟପୁରା ଆହାର, ଦିନକୁ ଏକ ହଜାରରୁ ଅଧିକ ଗ୍ରାହକ October 12, 2020 ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶରେ ଅନେକ ଲୋକେ କେତେ ଯେ ରାତି ଖାଲି ପେଟରେ ଶୋଇଛନ୍ତି ତାହା କଳ୍ପନା କରିହେବ ନାହିଁ । କାମ ଓ...