ଜାତୀୟ ବାଣିଜ୍ୟ ସ୍ୱତନ୍ତ୍ର ପକେଟକୁ ବାଧିଲାଣି ଲେମ୍ବୁ ଦର, କିଲୋ ପିଛା ୨୦୦ ଟଙ୍କା April 2, 2022 ରାଜକୋଟ: ଖରାଦିନ ଆସିବା ମାତ୍ରେ ଖଟାଫଳର ଚାହିଦା ଯଥେଷ୍ଟ ବଢ଼ିଯାଏ । ଏଇ ଯେମିତି ଲେମ୍ବୁ । ଗରମ ଭାତ ହେଉ କିମ୍ବା ପଖାଳ କଂସା ।...