ଜାତୀୟ ତାଜା ଖବର ମୁଖ୍ୟ ଖବର ଯାଞ୍ଚ ହେବ ଓକିଲଙ୍କ ଡିଗ୍ରୀ, ଏକ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ April 10, 2023 ନୂଆଦିଲ୍ଲୀ: ଯାଞ୍ଚ ହେବ ଓକିଲଙ୍କ ଡିଗ୍ରୀ । ଚିହ୍ନଟ ହେବେ ନକଲି ଓକିଲ । ଆଜି ଏ ସଂକ୍ରାନ୍ତରେ ଅଜୟ ଶଙ୍କର ଶ୍ରୀବାସ୍ତବଙ୍କ ଏକ ମାମଲାର ଶୁଣାଣି...