1 min read କରୋନା ଜାତୀୟ ତାଜା ଖବର ମୁଖ୍ୟ ଖବର ରାଜନୀତି ପିଲାଙ୍କ ପାଇଁ ଆସୁଛି କୋଭାକ୍ସିନ, ଖୁବଶୀଘ୍ର WHOର ସ୍ୱୀକୃତି October 14, 2021 ନୂଆଦିଲ୍ଲୀ: କୋଭାକ୍ସିନକୁ ଖୁବଶୀଘ୍ର ମିଳିବ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ସ୍ବୀକୃତି । ଏ ନେଇ ସୂଚନା ଦେଇଛନ୍ତି ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲ । ଭାରତରେ ଏବେସୁଦ୍ଧା...