ଜାତୀୟ ତାଜା ଖବର ମୁଖ୍ୟ ଖବର ରାଜନୀତି ହାଇଲାଇଟ୍ ସମ୍ବାଦ ହାତ ଛାଡି ପଦ୍ମ ଧରିଲେ ଅଭିନେତ୍ରୀ ଖୁସବୁ ସୁନ୍ଦର October 12, 2020 ନୂଆଦିଲ୍ଲୀ: ହାତ ଛାଡିବାର କିଛି ସମୟ ପରେ ପଦ୍ମ ପୋଖରିରେ ଅଭିନେତ୍ରୀ ତଥା ନେତ୍ରୀ ଖୁସବୁ ସୁନ୍ଦର । କଂଗ୍ରେସ ଠାରୁ ତୁଟାଇଲେ ୬ ବର୍ଷର ସମ୍ପର୍କ...