ଜାତୀୟ ତାଜା ଖବର ମୁଖ୍ୟ ଖବର ରାଜନୀତି ସ୍ୱାସ୍ଥ୍ୟ ଠିକ୍ ସମୟରେ ପହଞ୍ଚିଲା ନାହିଁ ଅମ୍ଲଜାନ, ଚାଲିଗଲା ୨୪ଜୀବନ May 3, 2021 ଦେଶରେ ଥମୁନି ମୃତ୍ୟୁର ତାଣ୍ଡବ । ଅକ୍ସିଜେନ ଅଭାବରୁ ଚାଲିଯାଉଛି ହଜାର ହଜାର ଜୀବନ । ପ୍ରତ୍ୟେକ ଦିନ କରୋନା ରୋଗୀଙ୍କର ମୃତ୍ୟୁ ଏହିଭଳି ଅସହାୟ ଅବସ୍ଥାରେ...