ଜାତୀୟ ଆଜି କାର୍ଗିଲ ବିଜୟ ଦିବସକୁ ପୁରିଲା ୨୧ ବର୍ଷ: ବଳିଦାନ ଦେଇଥିବା ଯବାନଙ୍କୁ ମନେ ପକାଇ ଦେଶ ଗର୍ବିତ July 26, 2020 ନୂଆଦିଲ୍ଲୀ: ଯୁଦ୍ଧର ନାଁ ଶୁଣିଲେ ଆଗ ଭାରତୀୟଙ୍କ ମନକୁ କାର୍ଗିଲ କଥା ଆସେ । ଟାଇଗର ହିଲକୁ କେମିତି ଦେଶର ବୀର ଯବାନ ଅକ୍ତିଆର କରିଥିଲେ ମନରେ...