kandhamal ex MP

1 min read

ଫୁଲବାଣୀ: କନ୍ଧମାଳର ପୂର୍ବତନ ସାଂସଦଙ୍କ କରୋନାରେ ମୃତ୍ୟୁ ହୋଇଛି। ପୂର୍ବତନ ସାଂସଦ ସୁଗ୍ରୀବ ସିଂଙ୍କ କରୋନାରେ ବିୟୋଗ ହୋଇଥିବା ସୂଚନା ଦେଇଛନ୍ତି ତାଙ୍କ ଶାଳକ ଫିଲିମନ ନାୟକ।...