ଜାତୀୟ ତାଜା ଖବର ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ଜଷ୍ଟିସ ଯଶବନ୍ତ ବର୍ମାଙ୍କ ଟ୍ରାନ୍ସଫରକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ, ଘରୁ ଅଧାପୋଡ଼ା ନୋଟ ମିଳିବା ପରେ ବିବାଦରେ ଥିଲେ ଜଜ୍ March 28, 2025 ନୂଆଦିଲ୍ଲୀ: ଘରୁ ଅଧାପୋଡ଼ା ନୋଟ ମିଳିବା ପରେ ବିବାଦ ଘେରରେ ରହିଥିଲେ ଜଷ୍ଟିସ ଯଶବନ୍ତ ବର୍ମା । ଏବେ ନୂଆ ସ୍ଥାନକୁ ଯିବେ ଜଷ୍ଟିସ ବର୍ମା ।...