Justice Women

ଭୁବନେଶ୍ବର: ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସର ଲଗାତାର ଆନ୍ଦୋଳନ ପରେ ଡ଼ରିଯାଇଛି ଶାସକ ଦଳ। ବିଧାୟକମାନଙ୍କୁ ବିଧାନସଭାରୁ ନିଲମ୍ବିତ କରାଯିବା ସହ ମାଡ଼ ମରାଯାଇଥିଲା। ବିଧାନସଭା ଘେରାଉକୁ...