ଓଡ଼ିଶା ତାଜା ଖବର ମୁଖ୍ୟ ଖବର ବଢୁଛି ଜଳକା ନଦୀର ଜଳସ୍ତର, ମଥାନୀରେ ଟପିଲା ସତର୍କ ସଙ୍କେତ September 15, 2024 ବାଲେଶ୍ୱର: ରାଜ୍ୟରେ ଲାଗି ରହିଛି ବର୍ଷା। ସତର୍କ ସଙ୍କେତ ଟପିଲା ଜଳକା ନଦୀର ଜଳସ୍ତର । ନଦୀର ମଥାନୀ ଠାରେ ସତର୍କ ସଙ୍କେତ ୬.୦୦ ମିଟର ରହିଛି।...