#jajpur #hotelraid #odisha

ଯାଜପୁରରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା। ଯାଜପୁର ପୌରପାଳିକା ପକ୍ଷରୁ ସହରରେ ଥିବା ସମସ୍ତ ହୋଟେଲ ଉପରେ ଚଢାଉ। ମେଡ଼ିକାଲ ଛକ ରୁଚିକା ହୋଟେଲ ଉପରେ ଚଢାଉ କରିଛି...