jagdeep dhankhad

ନନ୍ଦିଘୋଷ ବ୍ୟୁରୋ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଟାର୍ଗେଟରେ ସୁପ୍ରିମକୋର୍ଟ। ସୁପର୍ ପାର୍ଲାମେଣ୍ଟ ଭଳି କାମ କରୁଛନ୍ତି ସୁପ୍ରିମକୋର୍ଟ। ଏପରି କହି ସିଧା ଉଚ୍ଚତମ ନ୍ୟାୟାଳୟକୁ କଡ଼ା ସମାଲୋଚନା...