ନନ୍ଦିଘୋଷ ବ୍ୟୁରୋ : ବାରବାଟୀରେ ଘୋର ଲଜ୍ଜା । ମ୍ୟାଚ୍ ବେଳେ ଲିଭିଗଲା ପ୍ଲଡ ଲାଇଟ୍ । ୨୮ ମିନଟ୍ ପରେ ବାରବାଟୀକୁ ଆସିଲା ଆଲୁଅ ।...
India vs England 2nd ODI
କଟକ : ବାରବାଟୀରେ ଘୋର ଲଜ୍ଜା। ମ୍ୟାଚ୍ ଚାଲିଥିବା ବେଳେ ବିରାଟ ବିଭ୍ରାଟ । ଅନ୍ଧାର ହୋଇଗଲା ପୁରା ଷ୍ଟାଡିୟମ। ଫ୍ଲଡ୍ ଲାଇଟ୍ ଲିଭି ଯାଇଥିଲା। ବାରବାଟୀରେ...