ଓଡ଼ିଶା ତାଜା ଖବର ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ଭଡ଼ାଟିଆ ବେଶରେ ମାତିଛନ୍ତି ଲୁଟେରା, ମାଲିକାଣୀ ଅନୁପସ୍ଥିତିରେ ବୁଲାଇଲେ କଳାକନା August 21, 2025 ଭୁବନେଶ୍ୱର : ଘରଭଡା ଦେଉଥିଲେ ସାବଧାନ । ଦଗାଦିଆ ସାଜିପାରେ ଭଡାଟିଆ । ଲୁଟିପାରେ ଧନ, ନେଇପାରେ ଜୀବନ । ଭୁବନେଶ୍ୱର ବଡଗଡ ଥାନା ଅନ୍ତର୍ଗତ ଶିବ...