ଓଡ଼ିଶା ତାଜା ଖବର ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ଲଗାଣ ବର୍ଷାରେ ଭୁଶୁଡି ପଡିଲା ଘର: ଅନ୍ୟ ଲୋକଙ୍କ ବାରଣ୍ଡାରେ ମୁଣ୍ଡ ଗୁଞ୍ଜୁଛନ୍ତି ଦୁଇ ପରିବାର August 6, 2025 ଗତ ଲଗାଣ ବର୍ଷାରେ ଭୁଶୁଡି ପଡିଲା ଘର । ଏବେ ଭଙ୍ଗା ଦଦରା ଘରେ ଓ ଅନ୍ୟ ଲୋକଙ୍କ ବାରଣ୍ଡାରେ ମୁଣ୍ଡ ଗୁଞ୍ଜୁଛନ୍ତି ଦୁଇ ପରିବାର ।...