Hospital manger suspend

1 min read

ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନାର ମ୍ୟାନେଜର ମୋହିତ କୁମାରଙ୍କୁ ବହିଷ୍କାର କରାଯାଇଛି। ବହିଷ୍କାର କରିଛନ୍ତି ଓଡିଶା ମିଶନ ଡାଇରେକ୍ଟର। ଡାକ୍ତରଖାନାରେ ଲଣ୍ଡ୍ରୀ, ସିକ୍ୟୁରିଟି, ଆଟେଣ୍ଡାନ୍ସ, ମର୍ଗ ହାଉସ...