Hope Teresa David

ନୂଆଦିଲ୍ଲୀ: ଦିବ୍ୟାଙ୍ଗ ଆଥଲେଟଙ୍କୁ ସ୍କୁଲରେ ମିଳିଲାନି ଆଡମିସନ୍ । ପାଠପଢ଼ା ପାଇଁ ପରିବାର ସହ ଡେରାଡୁନରୁ ବେଙ୍ଗାଲୁରୁ ସିଫ୍ଟ ହେବେ ପାରା ଆଥଲେଟ୍ ହୋପ୍ ଡାଭିଡ୍ ।...