Happy Children’s Day

1 min read

ଭୁବନେଶ୍ୱର: ଆଜି ଶିଶୁ ଦିବସ । ମନେପଡନ୍ତି ଚାଚା ନେହେରୁ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜନ୍ମ ତିଥିରେ ଦେଶବ୍ୟାପି ଶିଶୁଦିବସ ପାଳନ କରାଯାଉଛି...