ଜାତୀୟ ରାଜନୀତି ହାଇଲାଇଟ୍ ସମ୍ବାଦ ‘କୃଷକ ନୁହେଁ କଂଗ୍ରେସ କରୁଛି ଭାରତ ବନ୍ଦ, ସହଯୋଗ କଲେ କାର୍ଯ୍ୟାନୁଷ୍ଠାନ’ December 7, 2020 ଗାନ୍ଧୀନଗର: ଗୁଜରାଟରେ ପାଳନ ହେବ ନାହିଁ ଭାରତ ବନ୍ଦ । କୃଷି ଆଇନ ବିରୋଧରେ ଚାଷୀ ସଂଗଠନ ଦେଇଥିବା ବନ୍ଦ ଡାକରାକୁ ପ୍ରତ୍ୟାଖାନ କରିଛି ଗୁଜରାଟ ।...