gujarat flood

ନନ୍ଦିଘୋଷ ବ୍ୟୁରୋ : ଗୁଜରାଟରେ ବନ୍ୟାସ୍ଥିତି ଗମ୍ଭୀର। ଲକ୍ଷାଧିକ ଲୋକ ଜଳବନ୍ଦୀ। ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି ବୋତାଡ ଜିଲ୍ଲା। ଫ୍ଲାସଫ୍ଲଡ ଯୋଗୁ ଘଟିଛି ବଡ଼ ଦୁର୍ଘଟଣା।...