ଜାତୀୟ ଗୋ-ଫାଷ୍ଟ ବିମାନ ସେବାରୁ ଟିକେଟ୍ ବୁକ୍ କରିଥିଲେ ଫେରସ୍ତ ପାଇବେ ଟଙ୍କା August 1, 2023 ନନ୍ଦିଘୋଷ ବ୍ୟୁରୋ : ଦେଶରେ ୧୫ଲକ୍ଷ ୫ହଜାର ବିମାନ ଯାତ୍ରୀ ୫୯୭ କୋଟି ଟଙ୍କା ଫେରସ୍ତ ପାଇବେ । ଏହି ନିଷ୍ପତି ଦ୍ବାରା କେଉଁମାନେ ଉପକୃତ ହେବେ...