ଅନ୍ତର୍ଜାତୀୟ ମନୋରଞ୍ଜନ ମୁଖ୍ୟ ଖବର ଜର୍ମାନୀର ରିୟଲ ଲାଇଫର ଗଜନୀ, ପ୍ରତି ୬ ଘଣ୍ଟାରେ ଭୁଲି ଯାଉଛନ୍ତି ପୁରୁଣା କଥା November 15, 2021 ବର୍ଲିନ: ପ୍ରାୟ ସମସ୍ତେ ଗଜନୀ ଚଳଚ୍ଚିତ୍ର ଦେଖିଥିବେ । ଚଳଚ୍ଚିତ୍ରରେ ଅଭିନେତା ଆମିର ଖାଁ ସର୍ଟ ଟର୍ମ ମେମୋରି ଲସ ରୋଗରେ ପୀଡିତ ଥିଲେ । ମାତ୍ର...