Firing In Puri

ପୁରୀ: ପୁରୀ କାକୁଡ଼ିଖାଇ ଛକ ନିକଟରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ହେଲେ ତଳୁଚ୍ଛ ସାହିର ଶିବରାମ ପାତ୍ର...