ଜାତୀୟ ହାଇଲାଇଟ୍ ସମ୍ବାଦ ବଢୁଛି ନକଲି କାରବାର, ଔଷଧ ଲେଖିବା ସମୟରେ ସାବଧାନ ରହିବାକୁ ଡାକ୍ତରଙ୍କୁ ପରାମର୍ଶ September 11, 2023 ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ଫେକ୍ ମେଡିସିନର ରାଜ୍ । ଯକୃତ ଓ କର୍କଟ ରୋଗ ଚିକିତ୍ସାରେ ବ୍ୟବହୃତ ହେଉଛି ନକଲି ଔଷଧ । ଏନେଇ ସତର୍କ...