ଓଡ଼ିଶା ତାଜା ଖବର ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ବିବାହ ପରେ ପଦାରେ ପଡ଼ିଲା ନବବଧୂର ପ୍ରକୃତ ପରିଚୟ, ଝିଅ ବେଶରେ ଥିବା ପୁଅକୁ ବାହା ହୋଇଥିଲେ ପ୍ରେମିକ May 27, 2022 ବାସୁଦେବପୁର: ଫେସବୁକ୍ ପ୍ରେମରୁ ହେଲା ବିବାହ । ଔପଚାରିକତା ସରିଲା । ଆଶୀର୍ବାଦ ମିଳିଲା । ବନ୍ଦାପନା ପରେ ଗୃହ ପ୍ରବେଶ କଲେ ବରକନ୍ୟା । କିନ୍ତୁ...