ଓଡ଼ିଶା ହାଇଲାଇଟ୍ ସମ୍ବାଦ ଆଳୁ ପିଆଜ ପରେ ଏବେ ତେଲ ମହଙ୍ଗା, ଖାଇବା ତେଲରେ ବଢିଲା ଆମଦାନୀ ଶୁଳ୍କ September 16, 2024 ଭୁବନେଶ୍ବର: ହୁ ହୁ ହୋଇ ବଢୁଛି ଜରୁରୀ ସାମଗ୍ରୀର ଦାମ । ଆଳୁ ପିଆଜ ପରେ ଏବେ ତେଲ ମହଙ୍ଗା । କେନ୍ଦ୍ର ସରକାର ପାମୋଲିନ, ସୂର୍ଯ୍ୟମୁଖୀ...