ଖେଳ ତାଜା ଖବର ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ବାଂଲାଦେଶ ବିପକ୍ଷ ଶେଷ ଦିନିକିଆରେ ଇଶାନ କିଶାନଙ୍କ ଦମଦାର ଦ୍ୱିଶତକ, ଚତୁର୍ଥ ଭାରତୀୟ ଭାବେ ହାସଲ କଲେ ଏହି ସଫଳତା December 10, 2022 ଚିତ୍ତୋଗ୍ରାମ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆଜି ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ ଖେଳାଯାଉଛି । ପ୍ରଥମେ ଟସ୍ ଜିତି ବାଂଲାଦେଶ ବୋଲିଂ କରୁଛି ।...