ଓଡ଼ିଶା ତାଜା ଖବର ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ଆଜିଠୁ ଗହୀରମଥା,ଭିତରକନିକାରେ ଡଲଫିନ ଗଣନା ଆରମ୍ଭ, ୩ଦିନ ଧରି ଚାଲିବ January 27, 2025 କେନ୍ଦ୍ରାପଡା : ରାଜନଗର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକାରେ ଆରମ୍ଭ ହେଲା ଡଲଫିନ ଗଣନା । ଆଜିଠୁ ୩ ଦିନ ଧରି ଚାଲିବ ଏହି ଗଣନା...