ଜାତୀୟ ତାଜା ଖବର ମୁଖ୍ୟ ଖବର ଡଲାର ତୁଳନାରେ ଦୁର୍ବଳ ହେଉଛି ଭାରତୀୟ ଟଙ୍କା July 15, 2022 ନୂଆଦିଲ୍ଲୀ: ଡଲାର ତୁଳନାରେ ଦୁର୍ବଳ ହେଉଛି ଭାରତୀୟ ଟଙ୍କା । ଏକ ଆମେରିକୀୟ ଡଲାର ପିଛା ଭାରତୀୟ ଟଙ୍କା ୭୯ ଟଙ୍କା ୯୯ ପଇସାକୁ ଖସିଛି ।...