ଋଷ-ୟୁକ୍ରେନ ଯୁଦ୍ଧ ଖୁବ୍ ଶୀଘ୍ର ଘଟିପାରେ ଅନ୍ତ: ପୁଟିନ ଓ ଜେଲେନସ୍କିଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ
ଋଷ-ୟୁକ୍ରେନ ଯୁଦ୍ଧରେ ଖୁବ୍ ଶୀଘ୍ର ଘଟିପାରେ ଅନ୍ତ। ବ୍ୟକ୍ତିଗତ ଭାବେ ଉଦ୍ୟମ ଆରମ୍ଭ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ସେପଟେ ୱାଶିଂଟନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...