ଜୀବନଚର୍ଯ୍ୟା ଧର୍ମ ମାଙ୍ଗଳିକ କାର୍ଯ୍ୟରେ କାହିଁକି ହାତରେ ବାନ୍ଧନ୍ତି ଡୋର, କେଉଁ ରାଶି ବ୍ୟକ୍ତିଙ୍କୁ ଏହା ଦେଇଥାଏ ଶୁଭଫଳ December 3, 2020 ବିବାହ ବ୍ରତ ଭଳି କୌଣସି ମାଙ୍ଗଳିକ କାର୍ଯ୍ୟ କଲେ ଆମେ ପ୍ରଥମେ ହାତରେ ରକ୍ଷା ସୂତ୍ର ବାନ୍ଧିଥାଉ। ବିପଦ ସମୟରେ ଏହା ଆମକୁ ରକ୍ଷା କରିଥାଏ ବୋଲି...