Delhi Leaders Declaration

1 min read

ନୂଆଦିଲ୍ଲୀ: ଭାରତର ଅଧ୍ୟକ୍ଷତାରେ ଦିଲ୍ଲୀରେ ଚାଲିଥିବା ଜି-୨୦ ସମ୍ମିଳନୀରେ ବଡ଼ ସଫଳତା । ସମ୍ମଳିନୀରେ ନୂଆଦିଲ୍ଲୀ ଲିଡର୍ସ ଘୋଷଣାପତ୍ରକୁ ମଞ୍ଜୁରୀ ମିଳିଛି । ଗ୍ରୁପ ୨୦ ସମ୍ମିଳନୀରେ...