1 min read କରୋନା ଜାତୀୟ ତାଜା ଖବର କୋଭିଡ୍ ଟିକାକରଣ ପରେ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ January 23, 2021 ନୂଆଦିଲ୍ଲୀ: କୋଭିଡ୍ ଟିକା ନେବା ପରେ ଏଯାବତ୍ ଦେଶରେ ୬ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ହୋଇଛି । ତେବେ, ଏଥିରୁ କୌଣସି ଗୋଟିଏ ବି ମୃତ୍ୟୁ...