ଜାତୀୟ ତାଜା ଖବର ମନୋରଞ୍ଜନ ମୁଖ୍ୟ ଖବର ’ଦଙ୍ଗଲ’ ଫିଲ୍ମରେ କାମ କରିବାକୁ କାହିଁକି ଅରାଜି ଥିଲେ ଅମିର: ଫିଲ୍ମ ଆୟ କରିଥିଲା ୨ ହଜାର କୋଟିରୁ ଅଧିକ March 14, 2025 ବଲିଉଡ ଅଭିନେତା ଅମିର ଖାନଙ୍କ ଫିଲ୍ ’ଦଙ୍ଗଲ’ ବକ୍ସ ଅଫିସରେ ବମ୍ପର ଆୟ କରିଥିଲା । ଏହି ଫିଲ୍ମ ଚୀନରେ ରିଲିଜ ହେବା ସହ ଇତିହାସ ରଚିଥିଲା...