1 min read ଓଡ଼ିଶା ହାରିଲାନି ମାନବିକତା : ମୃତ ମିନତୀଙ୍କ ଶବ ସତ୍କାର କଲା ଓଡ଼ିଶା ମୋ-ପରିବାର December 19, 2020 ଭୁବନେଶ୍ୱର: ମୃତ୍ୟୁ ଥିଲା ସାଧାରଣ । ଅଥଚ ମୃତ ଶରୀର ସତ୍କାର ପରିବାର ପାଇଁ ଥିଲା ଅସାଧାରଣ । ଶବ ଶ୍ମଶାନକୁ ନେଇ ଦାହ କରିବା ପରିବାରର...