ଜାତୀୟ ଆରବସାଗରରେ ବଳ ଗୋଟାଉଛି ବାତ୍ୟା; ୩୬ ଘଣ୍ଟାରେ ଛୁଇଁପାରେ ସ୍ଥଳଭାଗ December 5, 2019 ନୂଆଦିଲ୍ଲୀ: ଟଳୁନି ବାତ୍ୟା ବିପଦ । ଗୋଟିଏ ପରେ ଗୋଟିଏ ବାତ୍ୟା ମୁହାଁଉଛି । ଆରବସାଗରରେ ପୁଣି ଥରେ ସୃଷ୍ଟି ହୋଇଛି ବାତ୍ୟା । ଗୋଟିଏ ସାମୁଦ୍ରିକ...