Cyclone In Odisha

ଭୁବନେଶ୍ବର: ଚାଲିଛି ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଆହୁରି ପ୍ରାଏ ଘଣ୍ଟାଏ ଲ୍ୟାଣ୍ଡଫଲ ପ୍ରକ୍ରିୟା ଚାଲିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଲ୍ୟାଣ୍ଡଫଲ...

1 min read

ଭୁବନେଶ୍ବର: ଭୟଙ୍କର ରୂପ ନେଇ ସ୍ଥଳଭାଗ ଅତିକ୍ରମ କରୁଛି ବାତ୍ଯା ‘ଦାନା’ । ଜାରି ରହିଛି ଭୀଷଣ ବାତ୍ଯାର ଲ୍ଯାଣ୍ଡଫଲ୍ ପ୍ରକ୍ରିୟା । ହବାଳିଖଟିରେ ସ୍ଥଳଭାଗ ଛୁଇଁଲା...

ଭୁବନେଶ୍ବର: ଆରମ୍ଭ ହେଲା ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ସକାଳ ପର୍ଯ୍ୟନ୍ତ ଚାଲିବ ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଦାନାର ଲ୍ୟାଣ୍ଡଫଲ ସହ ବଢ଼ିବାରେ ଲାଗିଛି...

ଭୁବନେଶ୍ବର: ଧିରେ ଧିରେ ସ୍ଥଳପଥ ଆଡ଼କୁ ମାଡି ଆସୁଛି ବାତ୍ୟା ‘ଦାନା’ । ବାତ୍ୟାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ପବନର ବେଗ ବଢ଼ିବାରେ...

ଭୁବନେଶ୍ବର: ଧିରେ ଧିରେ ସ୍ଥଳଭାବର ନିକଟତର ହେଉଛି ବାତ୍ୟା ‘ଦାନା’ । ତେବେ ସମୁଦ୍ର ମଧ୍ୟରେ ବଳ ଗୋଟାଇବା ସହ ବାତ୍ୟାର ଗତି ମନ୍ଥର ହେବାରେ ଲାଗିଛି...

1 min read

ପୁରୀ: ମାଡ଼ି ଆସୁଛି ବାତ୍ୟା ‘ଦାନା’ । ପାଣିପାଗ ବିଭାଗ ସୂଚନା ଅନୁସାରେ ଭଦ୍ରକର ଚାନ୍ଦବାଲିରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ତେବେ ଏହାର ପ୍ରଭାବ ଓଡ଼ିଶାର...

ଭୁବନେଶ୍ବର: ବାତ୍ୟା ‘ଦାନା’ର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମଳିଛି । ବାତ୍ୟା ଦାନା କୂଳକୁ ମାଡ଼ି ଆସୁଥିବା ବେଳେ ଏହାର ପ୍ରଭାବ ବିଭିନ୍ନ ଜିଲ୍ଲାରେ ଦେଖିବାକୁ...

1 min read

ଭୁବନେଶ୍ବର: ବାତ୍ୟା ‘ଦାନା’ ଭୟଙ୍କର ରୂପ ନେଇ ବଙ୍ଗୋପସାଗରରେ ଦାନା ଗୋଟାଉଛି । ସମୁଦ୍ରରୁ ରୁଦ୍ର ରୂପ ଧାରଣ କରି ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି...

କେନ୍ଦ୍ରାପଡ଼ା: ବାତ୍ୟା ‘ଦାନା’ର ପ୍ରଭାବ । କେନ୍ଦ୍ରାପଡ଼ ଜିଲ୍ଲାର ତାଳଚୁଆ ଘାଟରେ ଦବିଲା ନଦୀବନ୍ଧ । ଏହିଠାରେ ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବା ଥିଲା ସମ୍ଭାବନା ।...

ଧାମରା: ଅଶାନ୍ତ ସମୁଦ୍ର । କୂଳରେ ମାଡ଼ ହେଉଛି ବଡ଼ ବଡ଼ ଢେଉ । ଉଗ୍ର ରୂପ ଧାରଣ କରିଛି ସମୁଦ୍ର । ଧାମରାରେ ଅଶାନ୍ତ ରହିଛି...