ଓଡ଼ିଶା ତାଜା ଖବର ମୁଖ୍ୟ ଖବର ହାଇଲାଇଟ୍ ସମ୍ବାଦ ଅପହରଣ ଘଟଣାର ତଦନ୍ତବେଳେ ଧରା ପଡ଼ିଲେ ସାଇବରର ଲୁଟେରା September 7, 2025 ଭୁବନେଶ୍ବର : ଅପହରଣ ଘଟଣାର ତଦନ୍ତବେଳେ ଧରା ପଡ଼ିଲେ ସାଇବରର ଲୁଟେରା । ଠକ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଚନ୍ଦକା ଥାନା...