ଅନ୍ତର୍ଜାତୀୟ ତାଜା ଖବର ମୁଖ୍ୟ ଖବର ଦଳାଚକଟାରେ ୪୪ ମୃତ, ୧୦୩ରୁ ଅଧିକ ଆହତ April 30, 2021 ଜେରୁସେଲମ: ଉତ୍ତର ଇସ୍ରାଏଲରେ ଲାଗି ବି ଓମର ଉତ୍ସବରେ ଦଳାଚକଟା ହୋଇଛି । ଏଥିରେ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୩ରୁ ଅଧିକ ଆହତ ହୋଇଛନ୍ତି...