ଓଡ଼ିଶା କରୋନା ମୁଖ୍ୟ ଖବର ରାଜ୍ୟରେ ତୃତୀୟ ଲହର ଆସିବାର କୌଣସି ଲକ୍ଷଣ ନାହିଁ July 26, 2021 ଭୁବନେଶ୍ୱର: ତୃତୀୟ ଲହର ଆସିବାର କୌଣସି ଲକ୍ଷଣ ନାହିଁ। କେବେ ଆସିବ କଣ ତାହାର ପ୍ରଭାବ ରହିବ ସେ ନେଇ ଅନୁମାନ ଲଗାଇବା ବି ସମ୍ଭବ ନୁହେଁ।...