consumer court fine

ସମ୍ବଲପୁର: ଜେରକ୍ସ ଦୋକାନୀଙ୍କୁ ମହଙ୍ଗା ପଡିଲା ଦୁର୍ବ୍ୟବହାର। ୩ଟଙ୍କା ପାଇଁ ୨୫ହଜାର ଜରିମାନା ଲଗାଇଲେ ଖାଉଟି ଅଦାଲତ। ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ ଗତ...