collector office

ମାଲକାନଗିରି: ମାଲକାନଗିରିରେ ଆଦିବାସୀଙ୍କ ରଣହୁଙ୍କାର। ପେସା ଆଇନ କାର୍ଯ୍ଯକାରୀ ଦାବିରେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଘେରିଲେ ଆଦିବାସୀ। ଜଙ୍ଗଲ, ଜମି ଅଧିକାର ଦାବିରେ ହଜାର ହଜାର ଆଦିବାସୀ...