ରାଜଧାନୀରେ ସ୍ୱାମୀଠାରୁ ସ୍ତ୍ରୀକୁ ଛଡ଼ାଇନେଲା ଇଞ୍ଜେକ୍ସନ, ଗଳାରେ ଅସୁସ୍ଥ କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ
ଭୁବନେଶ୍ୱର: ଭୁବନେଶ୍ୱର ଘରୋଇ ମେଡିକାଲରେ ଉତ୍ତେଜନା। ରୋଗୀ ମୃତ୍ୟୁକୁ ନେଇ ମୁହାଁମୁହିଁ ହେଲେ ହସପିଟାଲ କର୍ତ୍ତୃପକ୍ଷ ଓ ରୋଗୀଙ୍କ ସମ୍ପର୍କୀୟ। ପ୍ରଥମ ଇଞ୍ଜେକସନ ପରେ ସବୁ କିଛି...